ନିର୍ବାଚନ ଆସିଲେ ଗାଁ ମୁହାଁ ହୋଇ ଥାନ୍ତି ନେତା, ମନ୍ତ୍ରୀ ଓ ପ୍ରାର୍ଥୀ ଦେଇଥାନ୍ତି ଅନେକ ପ୍ରତିଶ୍ରୁତି ହେଲେ ପୂର୍ବରୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭୁଲି ଯାଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସାଲେଭାଡି ପଞ୍ଚାୟତ ଇନ୍ଦୁପଡା ଗ୍ରାମରେ ଦିର୍ଘ ବର୍ଷ ହେବ ପାଣି ଟେପାଏ ପାଇଁ ଗ୍ରାମରୁ ଦୂରରେ ଥିବା ଏକ ନାଳରୁ ଛୁଆ ଖୋଳି ପାଣି ପିଉଥିବାର ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଭୋଟ ନଦେବାରୁ ଚେତାବନୀ ଦେଇଛନ୍ତି
#Sambalpur #Kuchinda #electionboycut #Waterproblem #DrinkingWater #ArgusNews